ଯଦି ଆପଣଙ୍କ ଟ୍ରାକ୍ଟର ଟାୟାର ମଜବୁତ, ସ୍ଥାୟୀ, ଏବଂ ବିଶ୍ୱସନୀୟ ଅଟେ, ତେବେ କୌଣସି ବି କଷ୍ଟକର କାମ ସହଜ ହୋଇ ଯାଇଥାଏ। FX-333 ଟ୍ରାକ୍ଟର ଟାୟାର ଆଣିଛି ସେହି ଭରସା ଏବଂ ଦମ୍, ଯାହା ଆପଣଙ୍କୁ ଆବଶ୍ୟକ ଆଟେ। ଜମିରେ ପାଣି କିମ୍ବା କାଦୁଅରେ ଫସିବା ଆଉ ହେବ ନାହିଁ ଏବେ ସମସ୍ୟା।
FX-333 ର ଅଦ୍ୱିତୀୟ ବୈଶିଷ୍ଟ୍ୟ:
- ଓଦା ମାଟିରେ ମଜବୁତ ଭାବେ ଧରେ: ନୂଆ ଏବଂ ଉତ୍ତମ ଓପନ ଗ୍ରୁଭ୍ ଡିଜାଇନ୍ ଯାହା ଟାୟାର ମଧ୍ୟରେ ଆରମ୍ଭ ହୋଇ ଶୋଲ୍ଡର ଆଡ଼କୁ ଖୋଲିଥାଏ ଏବଂ ଦିଏ ପଡଲିଂଗର ସମୟରେ ମଜବୁତ ଟ୍ରାକ୍ସନ୍।
- ନୂଆ ଲଗ୍ ଜ୍ୟୋମେଟ୍ରି: ଆପୋଲୋ FX-333 ପ୍ରତ୍ୟେକ ଲଗ୍ ରେ ଅଟେ ସମାନ ଭାବରେ ଧରିବା ଏବଂ ଟ୍ରାକ୍ସନ୍ କ୍ଷମତା ଅର୍ଥାତ୍ ଆପଣଙ୍କୁ ମିଳିବା ଉଚିତ୍ - “Maximum Performance”
- ମଲ୍ଟି-ଷ୍ଟେପ୍ NSD: ନନ୍-ସ୍କିଡ ଡେପ୍ଥ, ଅର୍ଥାତ୍ NSD ରେ ଆପଣଙ୍କ ଟ୍ରାକ୍ଟର ଟାୟାର ମାଟି ଏବଂ କାଦୁଅ କୁ ସେଲ୍ଫ-କ୍ଲିନ୍ କରି ଚାଲିଥାଏ ଏବଂ ଆପଣଙ୍କୁ ଦେଇଥାଏ ଉତ୍ତମ ଭାବରେ ଧରିରଖିବା, ସବୁବେଳେ।